ବିରାଜିବେ ବିଘ୍ନରାଜ : ଝଲସିବ ଶିକ୍ଷାନୁଷ୍ଠାନ ଓ କ୍ଲବ୍‌

  ଭୁବନେଶ୍ୱର : ଗଜାନନଙ୍କ ଆରଧାନା ପାଇଁ ଉତ୍ସବମୁଖର ଗାଁଠୁ ସହର। ଏଥିରୁ ବାଦ୍‌ ପଡ଼ିନି ଶିକ୍ଷକ୍ଷାନୁଷ୍ଠାନ। ଗଣେଶଙ୍କ ଆବାହନ ଲାଗି ରାଜଧାନୀରେ ଥିବା ଶତାଧିକ ଶିକ୍ଷାନୁଷ୍ଠାନ ଏବେ ଝଲସିବାରେ ଲାଗିଛି। ରଙ୍ଗିନ୍‌ ଆଲୋକମାଳା ସାଙ୍ଗକୁ ଏଲ୍‌ଇଡି ଗେଟ୍‌ ପୂଜା ମଣ୍ଡପର ଶୋଭା ବଢ଼ାଉଛି। ଚନ୍ଦ୍ରଶେଖରପୁର, ପୁରୁଣା ଭୁବନେଶ୍ୱର, ଖଣ୍ଡଗିରି ସମେତ ଇନ୍‌ଫୋସିଟି ଓ ମଞ୍ଚେଶ୍ୱର ଅଞ୍ଚଳରେ ୧୨୦ରୁ ଅଧିକ ଶିକ୍ଷାନୁଷ୍ଠାନ ଓ କ୍ଲବ୍‌ରେ ବହୁ ଆଡ଼ମ୍ବର ପ୍ରସ୍ତୁତି ହୋଇଛି। … Continue reading ବିରାଜିବେ ବିଘ୍ନରାଜ : ଝଲସିବ ଶିକ୍ଷାନୁଷ୍ଠାନ ଓ କ୍ଲବ୍‌